ନ୍ୟୁଜ୍

ନୂଆଦିଲ୍ଲୀ: ତିବ୍ଦତ-ସିନଜିଆଙ୍ଗ ମଧ୍ୟରେ 2000 କିଲୋମିଟର ଲମ୍ବା ନୂତନ ରେଳ ପ୍ରକଳ୍ପକୁ ବାସ୍ତବରେ ପରିଣତ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଏହି ରେଳ ଲାଇନ ଭାରତର ଏକ ଅବିଚ୍ଛେଦ୍ୟ ଅଂଶ ଅକ୍ସାଇ ଚିନ୍ ନିକଟ ଦେଇ ଯିବ। ଏହି ଲାଇନର ମାର୍ଗ ପ୍ର ...